Advertisment

ସରକାରଙ୍କ ସହ ନାହାନ୍ତି କି ସରପଞ୍ଚ ?

'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ସରପଞ୍ଚଙ୍କ ବିରୋଧ। ସଭାସ୍ଥଳକୁ ବୟକଟ୍ କଲେ ଏବଂ ସରକାରଙ୍କ ଉପରେ ବର୍ଷିଲେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ।

Advertisment

'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାକୁ ସରପଞ୍ଚଙ୍କ ବିରୋଧ। ସଭାସ୍ଥଳକୁ ବୟକଟ୍ କଲେ ଏବଂ ସରକାରଙ୍କ ଉପରେ ବର୍ଷିଲେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ। ସରପଞ୍ଚମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା କେହି ଜଣେ ବି ସଭାକୁ ଆସିନଥିଲେ। ଜନ ପ୍ରତିନିଧି ମାନଙ୍କୁ ଗୁରୁତ୍ବ ମିଳୁନଥିବାରୁ ବିକାଶ କାମ ଠିକଣା ବାଟରେ ହେଉନଥିବା ଅଭିଯୋଗ କରିଛନ୍ତି ସରପଞ୍ଚମାନେ।

Advertisment
Odisha Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe