Advertisment

ବିଧାୟକ-ସରପଞ୍ଚ ମୁହାଁ ମୁହିଁ

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚ।

author-image
Manoj Swain

ରାସ୍ତା ନିର୍ମାଣ ପାଇଁ ଫଳକ ଉଦଘାଟନ ବେଳେ ହାଇଡ୍ରାମା। ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚ। ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ। ଏହି ହାଇଡ୍ରାମାକୁ ନେଇ ନୀଳଗିରି ବ୍ଲକ ଗରଡିହି ପଂଚାୟତ ଅଞ୍ଚଳରେ ଲାଗିରହିଛି ଚର୍ଚ୍ଚା।

Advertisment
Odisha Balasore