Advertisment

ବିଧାୟକ-ସରପଞ୍ଚ ମୁହାଁ ମୁହିଁ

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚ।

Advertisment

ରାସ୍ତା ନିର୍ମାଣ ପାଇଁ ଫଳକ ଉଦଘାଟନ ବେଳେ ହାଇଡ୍ରାମା। ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚ। ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ। ଏହି ହାଇଡ୍ରାମାକୁ ନେଇ ନୀଳଗିରି ବ୍ଲକ ଗରଡିହି ପଂଚାୟତ ଅଞ୍ଚଳରେ ଲାଗିରହିଛି ଚର୍ଚ୍ଚା।

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe