Advertisment

ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସ ଫଳକ ଭାଙ୍ଗିଲେ ସରପଞ୍ଚ

ରାଜନୀତିରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ପ୍ରକଳ୍ପ ଶିଳାନ୍ୟାସ୍‌ ପାଇଁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପିଟିଲେ ନଡ଼ିଆ। ସେପଟେ ଫଳକରେ ନାଁ ନଥିବାରୁ ବିଧାୟକଙ୍କ ସମ୍ମୁଖରେ ପଥରେ ଫଳକ ଭାଙ୍ଗିଲେ ସରପଞ୍ଚ।

Advertisment

ରାଜନୀତିରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ପ୍ରକଳ୍ପ ଶିଳାନ୍ୟାସ୍‌ ପାଇଁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ପିଟିଲେ ନଡ଼ିଆ। ସେପଟେ ଫଳକରେ ନାଁ ନଥିବାରୁ ବିଧାୟକଙ୍କ ସମ୍ମୁଖରେ ପଥରେ ଫଳକ ଭାଙ୍ଗିଲେ ସରପଞ୍ଚ। ଆଉ ତା’ପରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କ ସମର୍ଥକଙ୍କୁ ବହେ ନାଦିଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏନେଇ ବରହମ୍‌ପୁର ଥାନାରେ ସରପଞ୍ଚଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି।

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe