ଡୁପ୍ଲିକେଟ୍ ଶଳା ବନ୍ଧା ହେଲେ, ବିଜେଡି ନେତ୍ରୀଙ୍କୁ ନବୀନ କାଢିଦେଲେ..| VK Pandian | Job Scam |Odisha Reporter
Advertisment
ଭିକେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ଆଉ ପାଣ୍ଡିଆନଙ୍କ ନାଁ କହି ଶଳାର ପରିଚୟ ଦେଇଥିବା ରମେଶକୁ ପୁଲିସ ବାନ୍ଧିଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us