Advertisment

'ରତ୍ନ ଭଣ୍ଡାର ଚାବି ଗାୟବ, କହୁଛନ୍ତି ଜୟ ଜଗନ୍ନାଥ’

ବିଜେଡି ନିଜ ରାଜନୈତିକ ନାରା ବଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ନାରା ଚଳାଇଛି। ଯାହାକୁ ନେଇ ଜନତାଙ୍କ ଭିତରେ ଦେଖିବାକୁ ମିଳିଛି ଜନ ଅସନ୍ତୋଷ।

author-image
Manoj Swain

ବିଜେଡି ନିଜ ରାଜନୈତିକ ନାରା ବଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ନାରା ଚଳାଇଛି। ଯାହାକୁ ନେଇ ଜନତାଙ୍କ ଭିତରେ ଦେଖିବାକୁ ମିଳିଛି ଜନ ଅସନ୍ତୋଷ। ଶ୍ରୀମନ୍ଦିରକୁ ଅସୁରକ୍ଷିତ କରି ରଖିଥିବା ଦଳ ଏବେ ତାଙ୍କୁ ରାଜନୀତିରେ ଆୟୁଧ କରି ଜିତିବାକୁ ଚାହୁଁଛି ବୋଲି ଲୋକେ କହୁଛନ୍ତି। 'ସେପଟେ ରତ୍ନ ଭଣ୍ଡାର ଚାବି ଗାୟବ ଆଉ ଇଏ କହୁଛନ୍ତି ଜୟ ଜଗନ୍ନାଥ'।

Advertisment
Odisha Politics Bjd Leader