Advertisment

'ରତ୍ନ ଭଣ୍ଡାର ଚାବି ଗାୟବ, କହୁଛନ୍ତି ଜୟ ଜଗନ୍ନାଥ’

ବିଜେଡି ନିଜ ରାଜନୈତିକ ନାରା ବଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ନାରା ଚଳାଇଛି। ଯାହାକୁ ନେଇ ଜନତାଙ୍କ ଭିତରେ ଦେଖିବାକୁ ମିଳିଛି ଜନ ଅସନ୍ତୋଷ।

Advertisment

ବିଜେଡି ନିଜ ରାଜନୈତିକ ନାରା ବଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ନାରା ଚଳାଇଛି। ଯାହାକୁ ନେଇ ଜନତାଙ୍କ ଭିତରେ ଦେଖିବାକୁ ମିଳିଛି ଜନ ଅସନ୍ତୋଷ। ଶ୍ରୀମନ୍ଦିରକୁ ଅସୁରକ୍ଷିତ କରି ରଖିଥିବା ଦଳ ଏବେ ତାଙ୍କୁ ରାଜନୀତିରେ ଆୟୁଧ କରି ଜିତିବାକୁ ଚାହୁଁଛି ବୋଲି ଲୋକେ କହୁଛନ୍ତି। 'ସେପଟେ ରତ୍ନ ଭଣ୍ଡାର ଚାବି ଗାୟବ ଆଉ ଇଏ କହୁଛନ୍ତି ଜୟ ଜଗନ୍ନାଥ'।

Advertisment
Bjd Leader Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe