ଦେଶର ସବୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ଏଥିପାଇଁ ହାଇକୋର୍ଟ ଓ ଜିଲ୍ଲାକୋର୍ଟରେ ଗଠନ ହେଉ ସ୍ୱତନ୍ତ୍ର ବେଞ୍ଚ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ଅପରାଧ ମାମଲାର ଶୀଘ୍ର ଶୁଣାଣି ସାରି ଉଚିତ ଦଣ୍ଡ ବିଧାନ ପାଇଁ ସବୁ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା କୋର୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପୂଜା ମଣ୍ଡପରେ ପାଓ୍ୱାର ସୋ’
ଫୋକସରେ ରହିଛନ୍ତି ମଖ୍ୟମନ୍ତ୍ରୀ ମୋହନ ମାଝି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Politics
‘ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି’
ସମ୍ୱିତ ଅଭିଯୋଗର ଜବାବ ଦେଇଛନ୍ତି ପ୍ରକାଶ ବେହେରା। ସେ କହିଛନ୍ତି, ସମ୍ବିତ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି। ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଦଳ ସ୍ଥିତି କ’ଣ ଦେଖନ୍ତୁ।
Politics
କଂଗ୍ରେସ ନୁହେଁ, ଏନସିକୁ ସମର୍ଥନ ଘୋଷଣା କଲେ ଆପ୍ର ଏକମାତ୍ର ବିଧାୟକ
ଏନସିକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତଥାପି ଦଳର ସମର୍ଥିତ ବିଧାୟକଙ୍କ ସଂଖ୍ୟା ୪୭କୁ ବଢ଼ିଛି। କାରଣ ଗତକାଲି ୪ ଜଣ ସ୍ୱାଧୀନ ବିଧାୟକ ଏନସିକୁ ସମର୍ଥନ ଦେଇଥିଲେ।
Politics
କାହିଁକି ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା ?
ନିର୍ବାଚନ ବେଳେ ବିଜେପି ଛାଡ଼ି ସାଲେପୁର ଆଶାରେ ଶଙ୍ଖ ଫୁଙ୍କିଥିଲେ ପ୍ରକାଶ ।
Politics
କାହାର କେତେ କ୍ରେଜ୍ ୨୪ ନିର୍ବାଚନରେ ଜଣାପଡ଼ିଛି: ଆଇନ୍ ମନ୍ତ୍ରୀ
ଆଜି ମାଆ ଜଗତଧାତ୍ରୀଙ୍କ ଅଷ୍ଟମୀ ପୂଜା। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଆଉ ମାଆଙ୍କ ଆଶୀର୍ବାଦ ନେବା ସହିତ ପୂଜା ଆୟୋଜକଙ୍କ ସହିତ କଥା କରିଛନ୍ତି।