MP ଓ MLAଙ୍କ ବିରୋଧରେ ଥିବା ମାମଲାର ଶୀଘ୍ର ବିଚାର କର: ସୁପ୍ରିମ କୋର୍ଟ

ସାଂସଦ, ବିଧାୟକଙ୍କ ଅପରାଧିକ ମାମଲାର ତୁରନ୍ତ ଫଇସଲା କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ ।

Manoj Swain
  • Published: Friday, 10 November 2023
  • Updated: 10 November 2023, 11:31 AM IST

Sports

Latest News

ଦେଶର ସବୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ  । ଏଥିପାଇଁ ହାଇକୋର୍ଟ ଓ ଜିଲ୍ଲାକୋର୍ଟରେ ଗଠନ ହେଉ ସ୍ୱତନ୍ତ୍ର ବେଞ୍ଚ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ଅପରାଧ ମାମଲାର ଶୀଘ୍ର ଶୁଣାଣି ସାରି ଉଚିତ ଦଣ୍ଡ ବିଧାନ ପାଇଁ ସବୁ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା କୋର୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos