ଆଗ ହେବ MP-MLAଙ୍କ ମାମଲା ବିଚାର | Odisha Reporter
Advertisment
ଦେଶର ସବୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ । ଏଥିପାଇଁ ହାଇକୋର୍ଟ ଓ ଜିଲ୍ଲାକୋର୍ଟରେ ଗଠନ ହେଉ ସ୍ୱତନ୍ତ୍ର ବେଞ୍ଚ । ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ଅପରାଧ ମାମଲାର ଶୀଘ୍ର ଶୁଣାଣି ସାରି ଉଚିତ ଦଣ୍ଡ ବିଧାନ ପାଇଁ ସବୁ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା କୋର୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us