Advertisment

ଦଳ ପାଇଁ ଭାରୀ ନେତାଙ୍କ କେଳେଙ୍କାରୀ!

ବିଜେଡ଼ି ମନ୍ତ୍ରୀଙ୍କ ବିରୋଧରେ ମହିଳା କର୍ମୀଙ୍କ ଅଭିଯୋଗକୁ ନେଇ ସବୁଠି ଚାପା ଆଲୋଚନା। ବିଜେଡି କ୍ୟାମ୍ପରେ ଏହାକୁ ନେଇ ଝଡ଼ ପୂର୍ବର ନୀରବତା। ହେଲେ ବିଜେପି କିନ୍ତୁ ଖୁଲମଖୁଲା ଶ୍ରମ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣିଛି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜୁ ଜନତା ଦଳ ଅପରାଧୀଙ୍କ ଦଳ। ଯୌନ କେଲେକରୀଙ୍କ ଦଳ। ଏହି ଦଳର ଛାପା ଅପରାଧ ଘଟାଇବା। ବିଜୁ ଜନତା ଦଳର ଜଣେ ନେତ୍ରୀ ତାଙ୍କ ଦଳର ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ।

Sex Scandal BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe