ସ୍କୁଲରେ ପାଠ ପଢ଼ାଉଥିଲେ ସ୍ତ୍ରୀ, ପହଞ୍ଚିଗଲେ ମନ୍ତ୍ରୀ | Odisha Reporter
Advertisment
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଉମରକୋଟ ସହରରେ ଥିବା ଡଙ୍ଗରି ଗୁଡା ୟୁଭି ୩ ଠାରେ ଥିବା ପ୍ରାଥମିକ ସ୍କୁଲକୁ ସରପ୍ରାଇଜ୍ ଭିଜିଟ୍ କରିଥିଲେ । ଯେଉଁ ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ତ୍ରୀ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି । ମନ୍ତ୍ରୀଙ୍କୁ ଦେଖି ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ପିଲା ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏପରିକି ମନ୍ତ୍ରୀଙ୍କୁ ଦେଖି ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us