Advertisment

ସିଧା ରାଜାରୁ ପ୍ରଜା ହେଲେ ନବୀନ !

ନିର୍ବାଚନର ପ୍ରାୟ 5 ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ କମାଇ ଦିଆଯାଇଛି।

Advertisment

ଶେଷରେ ନିର୍ବାଚନର ପ୍ରାୟ 5 ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ କମାଇ ଦିଆଯାଇଛି। କ୍ଷମତାଚ୍ୟୁତ ହେବା ପରେ ନବୀନଙ୍କ ସୁରକ୍ଷା କର୍ମୀଙ୍କ ସଂଖ୍ୟାକୁ ପ୍ରାୟ 268ରୁ 22ଜଣ ସୁରକ୍ଷା କର୍ମୀଙ୍କୁ ଖସାଇ ଅଣାଯାଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe