‘ଏ ନିର୍ବାଚନ ଲୋକେ ଲଢିବେ’ | Odisha Reporter
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ । ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଯଦୁପୁର ପଞ୍ଚୟତର ମଶାକଣି ହଟେକେଶ୍ୱର ମନ୍ଦିର ପରିସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପସ୍ଥିତିରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିଲେ ତାଙ୍କର ଶତାଧିକ ସମର୍ଥକ ଓ ଶୁଭେଚ୍ଛୁ । ଏହି ଅବସରରେ ସେ କହିଛନ୍ତି, 'ଏ ନିର୍ବାଚନ ଏକ ନିର୍ଣ୍ଣାୟକ ନିର୍ବାଚନ ହେବ । ଏହା ଛୋଟିଆ ନିର୍ବାଚନ ହେବ ନାହିଁ । ଏହି ନିର୍ବାଚନ ଲୋକେ ଲଢିବେ ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
