‘ଏ ନିର୍ବାଚନ ଲୋକେ ଲଢିବେ’

  • Published: Monday, 06 November 2023
  • , Updated: 06 November 2023, 11:20 AM IST

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ । ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଯଦୁପୁର ପଞ୍ଚୟତର ମଶାକଣି ହଟେକେଶ୍ୱର ମନ୍ଦିର ପରିସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପସ୍ଥିତିରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିଲେ ତାଙ୍କର ଶତାଧିକ ସମର୍ଥକ ଓ ଶୁଭେଚ୍ଛୁ । ଏହି ଅବସରରେ ସେ କହିଛନ୍ତି, 'ଏ ନିର୍ବାଚନ ଏକ ନିର୍ଣ୍ଣାୟକ ନିର୍ବାଚନ ହେବ । ଏହା ଛୋଟିଆ ନିର୍ବାଚନ ହେବ ନାହିଁ । ଏହି ନିର୍ବାଚନ ଲୋକେ ଲଢିବେ ।'

 

Related story