Advertisment

ମୋର କିଛି ଅବସୋସ ନାହିଁ: ଜୟନାରାୟଣ ମିଶ୍ର

ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ପ୍ରତିକ୍ରିୟା ଦେଲେ ଜୟନାରାୟଣ ମିଶ୍ର। କହିଲେ, ମୋର ତ ଶପଥ ନେବାର ନଥିଲା, କାହିଁକି ଯାଇଥାନ୍ତି।

author-image
Manoj Swain

ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ପ୍ରତିକ୍ରିୟା ଦେଲେ ଜୟନାରାୟଣ ମିଶ୍ର। କହିଲେ, ମୋର ତ ଶପଥ ନେବାର ନଥିଲା, କାହିଁକି ଯାଇଥାନ୍ତି। ନବ ଦାସ, ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ଦାବିରେ ମୁଁ ଅଟଳ ରହିବି ବୋଲି କହିଲେ ଜୟନାରାୟଣ।

Advertisment
Odisha Jaynarayan Mishra