Advertisment

ମୋର କିଛି ଅବସୋସ ନାହିଁ: ଜୟନାରାୟଣ ମିଶ୍ର

ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ପ୍ରତିକ୍ରିୟା ଦେଲେ ଜୟନାରାୟଣ ମିଶ୍ର। କହିଲେ, ମୋର ତ ଶପଥ ନେବାର ନଥିଲା, କାହିଁକି ଯାଇଥାନ୍ତି।

Advertisment

ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ପ୍ରତିକ୍ରିୟା ଦେଲେ ଜୟନାରାୟଣ ମିଶ୍ର। କହିଲେ, ମୋର ତ ଶପଥ ନେବାର ନଥିଲା, କାହିଁକି ଯାଇଥାନ୍ତି। ନବ ଦାସ, ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ଦାବିରେ ମୁଁ ଅଟଳ ରହିବି ବୋଲି କହିଲେ ଜୟନାରାୟଣ।

Advertisment
Jaynarayan Mishra Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe