ମୁଖ୍ୟମନ୍ତ୍ରୀଙ୍କୁ ଜୟରାମ ରମେଶଙ୍କ 5 ପ୍ରଶ୍ନ | Odisha Reporter
ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି । ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ସଂସଦରେ ବିଜେପିକୁ ବିଜେଡିର ସମର୍ଥନକୁ ନେଇ ପ୍ରଶ୍ନ କରିଛନ୍ତି ଜୟରାମ ରମେଶ। ସେ କହିଛନ୍ତି, ଚାଷୀ ବିରୋଧୀ ଆଇନକୁ ବିଜେଡି ସମର୍ଥନ କରିନଥିଲା କି ? ବିଜେଡି ଜାତିଗତ ଜନଗଣନାକୁ ସମର୍ଥନ କରୁଛି କି ସ୍ପଷ୍ଟ କରୁ। ଆଦିବାସୀ ଜଙ୍ଗଲ ଅଧିକାର ଓ ପେଶା ଆଇନକୁ କାହିଁକି ସମ୍ପୂର୍ଣ୍ଣ ଲାଗୁ କରୁନାହାନ୍ତି ? ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
