Advertisment

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ

ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି ।

Advertisment

ଓଡ଼ିଶା ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଜି ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛନ୍ତି । ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ସଂସଦରେ ବିଜେପିକୁ ବିଜେଡିର ସମର୍ଥନକୁ ନେଇ ପ୍ରଶ୍ନ କରିଛନ୍ତି ଜୟରାମ ରମେଶ। ସେ କହିଛନ୍ତି, ଚାଷୀ ବିରୋଧୀ ଆଇନକୁ ବିଜେଡି ସମର୍ଥନ କରିନଥିଲା କି ? ବିଜେଡି ଜାତିଗତ ଜନଗଣନାକୁ ସମର୍ଥନ କରୁଛି କି ସ୍ପଷ୍ଟ କରୁ। ଆଦିବାସୀ ଜଙ୍ଗଲ ଅଧିକାର ଓ ପେଶା ଆଇନକୁ କାହିଁକି ସମ୍ପୂର୍ଣ୍ଣ ଲାଗୁ କରୁନାହାନ୍ତି ? ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Congress Jairam Ramesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe