Advertisment

ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ: ପଞ୍ଚାନନ କାନୁନଗୋ

ନିର୍ବାଚନରେ ପରାଜୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ।

Advertisment

ନିର୍ବାଚନରେ ପରାଜୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ। ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦାୟୀ କରାଯାଇଛି । ପିସିସି ସଭାପତି ନିଜେ ଶୋଚନୀୟ ଭାବେ ହାରିଛନ୍ତି, ଦଳ ମଧ୍ୟ ହାରିଛି । ତେଣୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

Advertisment
Sarat Patnaik Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe