Advertisment

'ଅଡୁଆରେ ପକାଇଦେଲେ ପାଣ୍ଡିଆନ୍'

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ ସମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା।

author-image
Manoj Swain

5T ସଚିବ ଭିକେ ପାଣ୍ଡିଆନ୍ ଭିଆରଏସ ନେବା ପରେ ରାଜ୍ୟ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପାଣ୍ଡିଆନଙ୍କ ଆଗାମୀ ଗତିବିଧି କଣ ରହିବ ? ସିଧାସଳଖ ରାଜନୀତି କରିବେ ନା ନାହିଁ ? ତାକୁ ନେଇ ଅନେକ ଚର୍ଚ୍ଚା ।  ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ ସମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା।

Advertisment
Vk Pandian Odisha