ଅଡୁଆରେ ପକାଇଦେଲେ ପାଣ୍ଡିଆନ୍ | VK Pandian Takes VRS | Odisha Reporter
Advertisment
5T ସଚିବ ଭିକେ ପାଣ୍ଡିଆନ୍ ଭିଆରଏସ ନେବା ପରେ ରାଜ୍ୟ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପାଣ୍ଡିଆନଙ୍କ ଆଗାମୀ ଗତିବିଧି କଣ ରହିବ ? ସିଧାସଳଖ ରାଜନୀତି କରିବେ ନା ନାହିଁ ? ତାକୁ ନେଇ ଅନେକ ଚର୍ଚ୍ଚା । ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍ ଭିଆରଏସ୍ ନେବା ଓ କ୍ୟାବିନେଟ୍ ପାହ୍ୟା ପାଇବା ପ୍ରସଙ୍ଗରେ ବରିଷ୍ଠ ସମ୍ବାଦିକ ରବି ଦାସଙ୍କ ପ୍ରତିକ୍ରିୟା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us