ଅଦ୍ୟତନ ହୋଇଛି
\'ଦୁଃଖ ଲାଗୁଛି ପାଣ୍ଡିଆନ ଥିବା ଯାଏଁ ବିଜେଡି ଆଉ ଆସିବନି\' |Senior leader Prasanna Pattasani | VK Pandian |OR
Advertisment
ପାଣ୍ଡିଆନ ଥିବା ପର୍ଯ୍ୟନ୍ତ ବିଜେଡି ନିର୍ବାଚନ ଜିତି ପାରିବ ନାହିଁ। ବିଜେଡି ଛାଡ଼ିବାର କିଛି ଦିନ ପରେ ଆଜି ଗଣମାଧ୍ୟମ ଆଗରେ ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂଦସ ପ୍ରସନ୍ନ ପାଟ୍ଟଶାଣୀ । ସେ ଆହୁରି କହିଛନ୍ତି, ଯେଉଁ ଦଳକୁ ଆମେ ସଂଘର୍ଷ କରି ଗଢ଼ିଥିଲୁ, ମୋର ଦୁର୍ଭାଗ୍ୟ ଯେ ସେହି ଦଳ ଛାଡ଼ି ଆସିବାକୁ ପଡ଼ିଲା। ମୁଁ ସ୍ପଷ୍ଟ ଭାବେ କହୁଛୁ ଯେ, ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ି ଦେଲି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us