Advertisment

ମୋଦିଙ୍କ ଫୋନ୍ ଉଠାଇପାରିନଥିଲେ!

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ବାରମ୍ବାର ଫୋନ୍ ଆସୁଥିଲା, ସେ କିନ୍ତୁ ବ୍ୟସ୍ତତା ଭିତରେ ଉଠାଇପାରିନଥିଲେ। ଶେଷରେ ତାଙ୍କ ପୁରୁଣା ଓଏସଡି ନିଜ ଦୋକାନ ବନ୍ଦ କରି ଦୌଡ଼ି ଦୌଡ଼ି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଗଲେ ଆଉ ନିଜ ମୋବାଇଲ ଫୋନଟି ବଢ଼ାଇ ଦେଲେ। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କ ସହ କଥା ହୋଇ ପାରିଲେ। କିରୋସିନ୍ ସରିଯିବ କହି ତାଙ୍କ ଜେଜେ ମା' ରାଷ୍ଟ୍ରପତିଙ୍କୁ ପାଠ ପଢ଼ିବାକୁ ଦେଉନଥିଲେ। ଶୁଣନ୍ତୁ ଏଭଳି କିଛି ଅକୁହା କଥା ଖାସ କଥାରେ।

Droupadi Murmu Odisha President Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe