ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ। କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସେ ସମୀକ୍ଷା କରିବେ।
ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।
Also Read
ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ। ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନିର୍ବାଚନ ପୂର୍ବରୁ ଆପ୍ର ‘ରାବିଡି ପେ ଚର୍ଚ୍ଚା’, ଦେଲା ୭ ପ୍ରତିଶ୍ରୁତି
କେଜ୍ରିୱାଲଙ୍କ କହିବା କଥା ଯେ ଦଳର ଜିଲ୍ଲା ଓ ବୁଥ ସ୍ତରୀୟ କର୍ମକର୍ତ୍ତାମାନେ ୬୫ ହଜାର ମିଟିଂ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିବେ।
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Politics
‘ମୋତେ ମାରିଦେଇଥା’ନ୍ତେ’
‘ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ। କୌଣସି ପ୍ରକାରେ ପିଏସ୍ଓ ସେମାନଙ୍କ କବଳରୁ ଖସିଯାଇଥିଲେ।’
Politics
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ
ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।
Politics
‘ସେମାନଙ୍କ ସେ ଅଭ୍ୟାସ ଯାଇନି, ଭାବୁଛନ୍ତି ଏବେବି ଶାସନରେ ଅଛନ୍ତି’
ସେମାନଙ୍କ ଶାସନ ଗଲାଣି, ବିଜେପିର ଶାସନ ଆସିଲାଣି- ଏ କଥା ସେମାନେ ବୁଝିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ହେଲେ କାହା ଉଦ୍ଦେଶ୍ୟରେ ଏ କଥା କହିଛନ୍ତି ସେ?