ଚର୍ଚ୍ଚାରେ ଶ୍ରୀମୟୀ | Odisha Reporter
କାହାକୁ କିଛି ନ ଜଣାଇ ଚୁପଚାପ ଆସି ଭୋଟ ଦେଇଥିଲେ ଶ୍ରୀମୟୀ ମିଶ୍ର। ତେବେ ସେ କାହାକୁ ଭୋଟ ଦେଲେ ତାହା ତାଙ୍କ ବ୍ୟକ୍ତିଗତ କଥା ହେଲେ ଅନେକଙ୍କ ମଧ୍ୟରେ ଏହାକୁ ନେଇ କିନ୍ତୁ ଚର୍ଚ୍ଚା ହେଉଛି। ବିଜେଡି ଯେଉଁଭଳି ଭାବରେ ତାଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବୁଲାଇଲା, ଏପରିକି ବିଜେଡି ବିଧାୟକ ଓ ମନ୍ତ୍ରୀ ତାଙ୍କୁ ଆଗାମୀ ଦିନର ସାଂସଦ ବୋଲି ମଧ୍ୟ କହିବାକୁ ପଛାଇଲେ ନାହିଁ। ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
