‘ଲୋକେ ମେଣ୍ଟକୁ ବିରୋଧ କରୁଛନ୍ତି’

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା।

Manoj Swain
  • Published: Tuesday, 12 March 2024
  • Updated: 12 March 2024, 06:12 PM IST

Sports

Latest News

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ବର୍ଷିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। କହିଲେ, ଲୋକେ ଆଶ୍ଚର୍ଯ୍ୟ, ସରକାରୀ ଦଳ ଓ ମୁଖ୍ୟ ବିରୋଧୀ ଦଳ ଏକ ହେଉଛନ୍ତି । ତେବେ ଏହାକୁ ନେଇ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos