‘ଲୋକେ ମେଣ୍ଟକୁ ବିରୋଧ କରୁଛନ୍ତି’

  • Published: Tuesday, 12 March 2024
  • , Updated: 12 March 2024, 06:12 PM IST

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ବର୍ଷିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। କହିଲେ, ଲୋକେ ଆଶ୍ଚର୍ଯ୍ୟ, ସରକାରୀ ଦଳ ଓ ମୁଖ୍ୟ ବିରୋଧୀ ଦଳ ଏକ ହେଉଛନ୍ତି । ତେବେ ଏହାକୁ ନେଇ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

 

Related story