Advertisment

'ଲେଖାଶ୍ରୀ କାହିଁକି ପାଣ୍ଡିଆନଙ୍କ ଗୋଡ଼ ଧରିଲେ'

'କଂଗ୍ରେସ ଏଥର ବିକଳ୍ପ ହେବ'

author-image
Manoj Swain

ଫିକ୍ସିଂ ହୋଇଛି ସାଧାରଣ ଲୋକ ବୁଝି ପାରୁନାହାନ୍ତି । କଂଗ୍ରେସ ଏଥର ବିକଳ୍ପ ହେବ । ଯଦି ଫିକ୍ସିଂ ହୋଇନି ତେବେ ସବୁବେଳେ ସକାଳେ ଭାଗବତ ପଢ଼ୁଥିବା ନେତ୍ରୀଜଣଙ୍କ ପାଣ୍ଡିଆନଙ୍କ ଗୋଡ଼ ଧରିଲେ କେମିତି? କିଛି ଏମିତି କହି ଟାର୍ଗେଟ କରିଛନ୍ତି ସିଦ୍ଧାର୍ଥ ରାଉତରାୟ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Congress Odisha