\'ଲେଖାଶ୍ରୀ କାହିଁକି ପାଣ୍ଡିଆନଙ୍କ ଗୋଡ଼ ଧରିଲେ\' | Odisha Reporter
Advertisment
ଫିକ୍ସିଂ ହୋଇଛି ସାଧାରଣ ଲୋକ ବୁଝି ପାରୁନାହାନ୍ତି । କଂଗ୍ରେସ ଏଥର ବିକଳ୍ପ ହେବ । ଯଦି ଫିକ୍ସିଂ ହୋଇନି ତେବେ ସବୁବେଳେ ସକାଳେ ଭାଗବତ ପଢ଼ୁଥିବା ନେତ୍ରୀଜଣଙ୍କ ପାଣ୍ଡିଆନଙ୍କ ଗୋଡ଼ ଧରିଲେ କେମିତି? କିଛି ଏମିତି କହି ଟାର୍ଗେଟ କରିଛନ୍ତି ସିଦ୍ଧାର୍ଥ ରାଉତରାୟ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us