ସାଇଲେଣ୍ଟ ବିଜେଡି !| Odisha Reporter
ରାହୁଲ ଗାନ୍ଧିଙ୍କୁ ସଂସଦରୁ ନିଲମ୍ୱନ କରାଯିବା ପ୍ରସଙ୍ଗରେ ଦେଶର ରାଜନିତୀ ଦୁଇଭାଗ ହୋଇଯାଇଛି। ବିଜେପି ସହ ଥିବା କିଛି ରାଜନୈତିକ ଦଳ ଏହାକୁ ସଠିକ କହୁଥିବା ବେଳେ ବିରୋଧୀ ବିରୋଧ କରୁଛନ୍ତି। ମାତ୍ର ବିଜେଡି ଚୁପ୍ ବସିଛି। ଏନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନାହିଁ। ସାମ୍ୱାଦିକ ଯଦି ପଚାରୁଛନ୍ତି ତାହେଲେ ଏହା କୋର୍ଟଙ୍କ ନିଷ୍ପତ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
