ନୂଆ ଓ -କ୍ୟାମ୍ପସ୍ ସଜାଡୁଛି ନା ବିଗାଡୁଛି ? SOCIAL DEBATE | \'Nua-O\' Program | Public Reaction। OR |
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
ନୂଆ ଓ -କ୍ୟାମ୍ପସ୍ ସଜାଡୁଛି ନା ବିଗାଡୁଛି ? SOCIAL DEBATE | \'Nua-O\' Program | Public Reaction। OR |
ନୂଆ ଓଡିଶା ବନାମ ବିକାଶ। ବିକାଶ ନୁହେଁ ମନୋରଞ୍ଜନ କାର୍ଯ୍ୟକ୍ରମ। ନୂଆ ଓଡିଶା ହେଉଛି ଭୋଟ୍ ଆଳ । ନିର୍ବାଚନ ସରିଗଲେ ସବୁ ସରିଯିବ । କିଛି କାମକୁ ନୁହେଁ, ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା । କିଛି ଏଭଳି କହି ମତ ରଖିଛନ୍ତି ଛାତ୍ରଛାତ୍ରୀ । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ସୋସିଆଲ ଡିବେଟରେ । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)