NONSTOP ଦଳ ଡିଆଁ, କାହା ପାଇଁ ? | SOCIAL DEBATE | Party Hoppers: Is It For Self Or For People ?| OR|
ଓଡ଼ିଶାର ତିନିଟି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର ସ୍ଥିତିକୁ ବର୍ତ୍ତମାନ ଦେଖିଲେ ଏମିତି ଲାଗିବ, ଏ ଭାଡ଼ିର ପାରା ସେ ଭାଡ଼ିକୁ ଯାଉଛି। ବିଜେପି ଶିବିରରେ ଅଧିକ ଯୋଗଦାନ ଥିବାବେଳେ ବିଜେଡିରେ ତା’ ଠାରୁ କମ୍ ଓ କଂଗ୍ରେସ ଶିବିର ପୂରା ଫାଙ୍କା। ନିର୍ବାଚନ ଯେତେବେଳେ ମୁଣ୍ଡ ଉପରେ ସେତେବେଳେ ନେତାଙ୍କର ହୃଦୟ କାନ୍ଦୁଛି, ଅର୍ନ୍ତଆତ୍ମାକୁ ବାଧୁଛି। କିନ୍ତୁ ବାସ୍ତବରେ ନେତାମାନଙ୍କର ଏ ଦଳ ଡିଆଁ ନିଜ ପାଇଁ ନା ଲୋକଙ୍କ ପାଇଁ ? ଆମେ ଆଲୋଚନା କରିଛୁ ଭୋଟରଙ୍କ ସହ । ଦେଖନ୍ତୁ, ଓଡିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ରେ NONSTOP ଦଳ ଡିଆଁ, ନିଜ ପାଇଁ ନା ଲୋକଙ୍କ ପାଇଁ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
