Advertisment

ପାଣ୍ଡିଆନ୍ ଉଡିଲେ ଘାଇଁ ଘାଇଁ, ଚିଠା ଧରି ଟୁକୁନି ଆସିଲେ ଧାଇଁ

ପାଣ୍ଡିଆନଙ୍କ ଆକାଶ ବୁଲାର ହିସାବ ଦେବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ହେଲିକପ୍ଟରରେ ବୁଲିଲେ ସଚିବ, ବିଧାନସଭାରେ କହିବେ ମନ୍ତ୍ରୀ ।

author-image
Manoj Swain

ପାଣ୍ଡିଆନଙ୍କ ଆକାଶ ବୁଲାର ହିସାବ ଦେବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ହେଲିକପ୍ଟରରେ ବୁଲିଲେ ସଚିବ, ବିଧାନସଭାରେ କହିବେ ମନ୍ତ୍ରୀ। କୁସୁମୁ କହିଲେ ମନ୍ତ୍ରୀ ହୋଇ କେତେଥର ହେଲିକପ୍ଟର ବ୍ୟବହାର କରିଛ ? ଅଭିଯୋଗ ଆସିଲା ସଚିବ ବିରୋଧରେ, ମନ୍ତ୍ରୀ ଖୋଲିଲେ ମୁହଁ । 

Advertisment
Odisha Tukuni Sahoo Vk Pandian