Advertisment

‘ନବୀନଙ୍କୁ ଭେଟିବାକୁ ଗଲେନି କିଛି କର୍ପୋରେଟର’

ନବୀନ ବାବୁଙ୍କୁ ଭୁବନେଶ୍ବରର କର୍ପୋରେଟରମାନେ ଭେଟିବାକୁ ନ ଯିବା ନେଇ ଅନେକ ଚର୍ଚ୍ଚା।

Advertisment

କଥାରେ ଅଛି ଉଦିତ୍ ସୂର୍ଯ୍ୟଙ୍କୁ ସମସ୍ତେ ସଲାମ କରନ୍ତି। ଦିନେ ଏହି ନବୀନ ବାବୁ ଦଳ ପାଇଁ ଗୋଟିଏ ପରେ ଗୋଟିଏ ବିଜୟ ଆଣୁଥିଲେ ବୋଲି ଦଳର ତଳ ସ୍ତରରୁ ଆରମ୍ଭ କରି ଉପର ସ୍ତରର ନେତାମାନେ ଖାଲି ଟିକେ ତାଙ୍କୁ ଭେଟିବା ପାଇଁ ଅପେକ୍ଷା କରି ରହୁଥିଲେ। ହେଲେ ଏବେ ନବୀନ ବାବୁଙ୍କୁ ଭୁବନେଶ୍ବରର କର୍ପୋରେଟରମାନେ ଭେଟିବାକୁ ନ ଯିବା ନେଇ ଅନେକ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Naveen Patnaik BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe