ଗୋଟିଏ ପଟେ ମୁଣ୍ଡପିଟି କାନ୍ଦୁଛନ୍ତି ପରିବାର ଲୋକେ। ଅନ୍ୟପଟେ ଗଛଡାଳରେ ଝୁଲୁଛି ଭେଣ୍ଡିଆ ପୁଅର ମୃତଦେହ। ଏସବୁ ପଛର କାରଣ କେଳବ ଜଣେ, ସେ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ପୋଲିସ।