ନେତାଙ୍କ ପୁଅ ନେତା , କେଉଁ ଦଳରେ ଅଧିକ? | Odisha Reporter
ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଭୁବନେଶ୍ୱରରେ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ସହ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ୱୋଧନ କରିଥିଲେ। ଏହି ସମୟରେ ନଡ୍ଡା କହିଥିଲେ, ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ। ଯାହାକୁ ନେଇ ସରଗରମ ହୋଇଛି ରାଜନୀତି। ତେବେ କେଉଁ ଦଳରେ ନେତାଙ୍କ ପୁଅ ସବୁଠୁ ଅଧିକ, ଜାଣନ୍ତୁ ମନ୍ଥନରେ....
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
