ଅଣ୍ଡା ବିକ୍ରି କରୁଛନ୍ତି ବିଧାୟକଙ୍କ ପୁଅ | Odisha Reporter
ଅଧିକାଂଶ ସମୟରେ ଚର୍ଚ୍ଚା ହୁଏ, ରାଜନୀତି ଏକ ଭଲ ବ୍ୟବସାୟ। ଥରେ ଗାଦିରେ ବସିଗଲେ ସାତ ପୁରୁଷ ବସି ଖାଇବେ। ଏମିତି ଚିନ୍ତାଧାରା ନେଇ ଅନେକ ବ୍ୟକ୍ତି ରାଜନୀତିକୁ ଏଣ୍ଟ୍ରି କରନ୍ତି ଆଉ କିଛି ବ୍ୟକ୍ତି ଅଛନ୍ତି, ଲୋକଙ୍କ ସେବା ପାଇଁ ରାଜନୀତି କରନ୍ତି। ସ୍ୱର୍ଗତ ବାଇଧର ସିଂ 1961ରୁ 1967 ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏବେ ତାଙ୍କ ପୁଅ ଅଣ୍ଡା ବିକି ଚଳୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
