Advertisment

ମୈଦାନରେ ମନ୍ତ୍ରୀଙ୍କ ସହ ଲଢ଼ିବେ ଘରର ବୋହୂ

ସୋନପୁରରେ ରାଜନୈତିକ ମାହୋଲ ସରଗରମ ।

author-image
Manoj Swain

ସୋନପୁରରେ ରାଜନୈତିକ ମାହୋଲ ସରଗରମ । ମୁଣ୍ଡରେ ଓଢଣା ଦେଇଛନ୍ତି, କିନ୍ତୁ ରୋଷେଇଶାଳା ପରିବର୍ତ୍ତେ ଟ୍ରାକ୍ଟର ଉପରେ ବସିଛନ୍ତି। ବେକରେ ପଡ଼ିଛି ଫୁଲମାଳ, ହାତରେ ଟ୍ରାକ୍ଟରର ଷ୍ଟିଅରିଂ। ପଛରେ ବସିଛନ୍ତି କିଛି ମହିଳା ଆଉ ଗାଁକୁ ଗାଁ ବୁଲୁଛି ଟ୍ରାକ୍ଟର। ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha BjD Sonepur