ମୈଦାନରେ ମନ୍ତ୍ରୀଙ୍କ ସହ ଲଢ଼ିବେ ଘରର ବୋହୂ | Sonali Bishi Drives Tractor In Sonepur Election Campaign | OR
Advertisment
ସୋନପୁରରେ ରାଜନୈତିକ ମାହୋଲ ସରଗରମ । ମୁଣ୍ଡରେ ଓଢଣା ଦେଇଛନ୍ତି, କିନ୍ତୁ ରୋଷେଇଶାଳା ପରିବର୍ତ୍ତେ ଟ୍ରାକ୍ଟର ଉପରେ ବସିଛନ୍ତି। ବେକରେ ପଡ଼ିଛି ଫୁଲମାଳ, ହାତରେ ଟ୍ରାକ୍ଟରର ଷ୍ଟିଅରିଂ। ପଛରେ ବସିଛନ୍ତି କିଛି ମହିଳା ଆଉ ଗାଁକୁ ଗାଁ ବୁଲୁଛି ଟ୍ରାକ୍ଟର। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us