ଆଉ ଲଢିବେନି ସୋନିଆ ଗାନ୍ଧି ! | Odisha Reporter
୧୦ ଜନପଥ କହିଲେ ସାରା ଦେଶର କଂଗ୍ରେସ କର୍ମୀ ଜାଣନ୍ତି। ୨ ଦଶନ୍ଧିରୁ ଅଧିକ ସମୟ ହେଲା ୧୦ ଜନପଥ ନିଜ ରାଜନୈତିକ ଦବଦବା ଜାହିର କରିଆସୁଛି। ୧୯୮୯ ମସିହାରେ ଲୋକସଭାରେ ସ୍ୱର୍ଗତ ରାଜୀବ ଗାନ୍ଧି ବିରୋଧୀ ଦଳ ନେତା ହେବା ପରଠାରୁ ଏହି ସରକାରୀ ଘରେ ସୋନିଆ ଗାନ୍ଧି ରହିଆସୁଛନ୍ତି। ନିକଟରେ ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦ ହେବା ପରେ ସେ ମଧ୍ୟ ନିଜ ଏମପି କ୍ୱାଟର୍ସ ଛାଡ଼ି ସୋନିଆଙ୍କ ସହ ୧୦ ଜନପଥରେ ରହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
