ସୌମ୍ୟ ବାବୁ ଛାଡିଦେଲେ | Odisha Reporter
ସଙ୍କଟ ଘେରରେ ଓଡ଼ିଶାର ଏକ ଦୈନିକ ଖବର କାଗଜ ! ହେଲେ ଏହି ସମୟରେ ଖବର କାଗଜର ସଂପାଦକ ପଦ ଛାଡିଦେଲ ସୌମ୍ୟ ରଞ୍ଜନ ପଟ୍ଟନାୟକ । କର୍ମଚାରୀ ଏବଂ ପୂର୍ବତନ କର୍ମଚାରୀଙ୍କୁ ପକେଇ ଉଠେଇ ଜେରା କରୁଛି ଇଓଡବ୍ଲୁ । ତଥାକଥିତ ଲୋନ୍ ସ୍କାମ ଅଭିଯୋଗ ପରେ ଭିତରେ ପଶି କାଗଜ ପତ୍ର ଘାଣ୍ଟି ଦେଇଛି । ସଂସ୍ଥା ଯେତେବେଳେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ସେତେବେଳେ ପଦ ଛାଡିଦେଲେ ସୌମ୍ୟ । ତବେ ପଦ ଛାଡିବା ପରେ ଝିଅ ତନୟା ପଟ୍ଟନାୟକ 'ସମ୍ବାଦ'ର ନୂତନ ସଂପାଦକ ହୋଇଛନ୍ତି। ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
