Advertisment

ସୌମ୍ୟ ବାବୁ ଛାଡିଦେଲେ

ସଂସ୍ଥା ଯେତେବେଳେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ସେତେବେଳେ ପଦ ଛାଡିଦେଲେ ସୌମ୍ୟ । ତବେ ପଦ ଛାଡିବା ପରେ ଝିଅ ତନୟା ପଟ୍ଟନାୟକ 'ସମ୍ବାଦ'ର ନୂତନ ସଂପାଦକ ହୋଇଛନ୍ତି।

ଅଦ୍ୟତନ ହୋଇଛି
Advertisment

ସଙ୍କଟ ଘେରରେ ଓଡ଼ିଶାର ଏକ ଦୈନିକ ଖବର କାଗଜ ! ହେଲେ ଏହି ସମୟରେ ଖବର କାଗଜର ସଂପାଦକ ପଦ ଛାଡିଦେଲ ସୌମ୍ୟ ରଞ୍ଜନ ପଟ୍ଟନାୟକ । କର୍ମଚାରୀ ଏବଂ ପୂର୍ବତନ କର୍ମଚାରୀଙ୍କୁ ପକେଇ ଉଠେଇ ଜେରା କରୁଛି ଇଓଡବ୍ଲୁ । ତଥାକଥିତ ଲୋନ୍ ସ୍କାମ ଅଭିଯୋଗ ପରେ ଭିତରେ ପଶି କାଗଜ ପତ୍ର ଘାଣ୍ଟି ଦେଇଛି । ସଂସ୍ଥା ଯେତେବେଳେ ୪୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି ସେତେବେଳେ ପଦ ଛାଡିଦେଲେ ସୌମ୍ୟ । ତବେ ପଦ ଛାଡିବା ପରେ ଝିଅ ତନୟା ପଟ୍ଟନାୟକ 'ସମ୍ବାଦ'ର ନୂତନ ସଂପାଦକ ହୋଇଛନ୍ତି। ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment
Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe