Advertisment

ସୌମ୍ୟଙ୍କୁ ବଳଦେଲେ ଦାମ

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ। ଆଉ କହିଛନ୍ତି, ସୌମ୍ୟରଞ୍ଜନ ଯାହା ଲେଖିଛନ୍ତି, ବିଜେଡି ବିଧାୟକ ଭାବରେ ଲେଖିନାହାନ୍ତି। ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି।

author-image
Manoj Swain

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ। ଆଉ କହିଛନ୍ତି, ସୌମ୍ୟରଞ୍ଜନ ଯାହା ଲେଖିଛନ୍ତି, ବିଜେଡି ବିଧାୟକ ଭାବରେ ଲେଖିନାହାନ୍ତି। ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରିବା ଦରକାର ନାହିଁ। ସେପଟେ ଶ୍ରୀ ରାଉତ, ଅନୁଭବ ପଟ୍ଟନାୟକଙ୍କୁ ଆଇନା ଦେଖାଇଛନ୍ତି। ଅନୁଭବ ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

Advertisment
Odisha Soumya Ranjan Patnaik Damodara Rout