ବିଜେଡିକୁ ପୂରା ଲଙ୍ଗଳା କଲା ସୌମ୍ୟଙ୍କ ଖବର କାଗଜର ଆର୍ଟିକିଲ୍ | Odisha Reporter
ଖବର କାଗଜର ଲେଖା ‘ବିଜେଡି : ଆପଣା ହସ୍ତେ ଜିହ୍ବା ଛେଦି’ ପଦାରେ ପକାଇଲା ଅନେକ ଭିତିରି କଥା। ବିଜେଡି ଭିତରେ କଣ ଚାଲୁଛି ତା ଉପରେ ଆଧାରିତ ଖବର କାଗଜର ଏହି ଲେଖା । ଦିନକୁ ଦିନ ଦଳରେ ବଡ଼ ହେଉଛନ୍ତି ପାଣ୍ଡିଆନ ଆଉ ଛୋଟ ହେଉଛନ୍ତି ନବୀନ । ନବୀନଙ୍କଠାରୁ ଅଧିକ ବିଜେଡିର ସୋସିଆଲ୍ ମିଡିଆ ପ୍ରଚାର ପ୍ରସାର କରୁଛି ପାଣ୍ଡିଆନଙ୍କର । ପାଣ୍ଡିଆନଙ୍କ ହେଲିକପ୍ଟର ଯେତିକି ବେଗରେ ଉପରକୁ ଉଠୁଛି ସେତିକି ବେଗରେ ନବୀନଙ୍କ ଲୋକପ୍ରିୟତା ତଳକୁ ଖସୁଛି । ପାଣ୍ଡିଆନଙ୍କ ଏଭଳି ବୁଲା ଜାରି ରହିଲେ ବିଜେଡି ପାଇଁ ଆଉ ବାହାର ଶତ୍ରୁ ଦରକାର ପଡ଼ିବନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
