Advertisment

ବିଜେଡିକୁ ପୂରା ଲଙ୍ଗଳା କଲା ସୌମ୍ୟଙ୍କ ଖବର କାଗଜର ଆର୍ଟିକିଲ୍ !

ଦିନକୁ ଦିନ ଦଳରେ ବଡ଼ ହେଉଛନ୍ତି ପାଣ୍ଡିଆନ ଆଉ ଛୋଟ ହେଉଛନ୍ତି ନବୀନ । ନବୀନଙ୍କଠାରୁ ଅଧିକ ବିଜେଡିର ସୋସିଆଲ୍ ମିଡିଆ ପ୍ରଚାର ପ୍ରସାର କରୁଛି ପାଣ୍ଡିଆନଙ୍କର ।

Advertisment

ଖବର କାଗଜର ଲେଖା ‘ବିଜେଡି : ଆପଣା ହସ୍ତେ ଜିହ୍ବା ଛେଦି’ ପଦାରେ ପକାଇଲା ଅନେକ ଭିତିରି କଥା। ବିଜେଡି ଭିତରେ କଣ ଚାଲୁଛି ତା ଉପରେ ଆଧାରିତ ଖବର କାଗଜର ଏହି ଲେଖା । ଦିନକୁ ଦିନ ଦଳରେ ବଡ଼ ହେଉଛନ୍ତି ପାଣ୍ଡିଆନ ଆଉ ଛୋଟ ହେଉଛନ୍ତି ନବୀନ । ନବୀନଙ୍କଠାରୁ ଅଧିକ ବିଜେଡିର ସୋସିଆଲ୍ ମିଡିଆ ପ୍ରଚାର ପ୍ରସାର କରୁଛି ପାଣ୍ଡିଆନଙ୍କର । ପାଣ୍ଡିଆନଙ୍କ ହେଲିକପ୍ଟର ଯେତିକି ବେଗରେ ଉପରକୁ ଉଠୁଛି ସେତିକି ବେଗରେ ନବୀନଙ୍କ ଲୋକପ୍ରିୟତା ତଳକୁ ଖସୁଛି । ପାଣ୍ଡିଆନଙ୍କ ଏଭଳି ବୁଲା ଜାରି ରହିଲେ ବିଜେଡି ପାଇଁ ଆଉ ବାହାର ଶତ୍ରୁ ଦରକାର ପଡ଼ିବନି ।

Advertisment
Odisha Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe