Advertisment

କାହାକୁ ମିଳିବ ଟିକଟ ? ସୌମ୍ୟ ନା ତନୟା

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗୁପ୍ତ ବୈଠକକୁ ନେଇ ଚାରିଆଡ଼େ ଚର୍ଚ୍ଚା।

Advertisment

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗୁପ୍ତ ବୈଠକକୁ ନେଇ ଚାରିଆଡ଼େ ଚର୍ଚ୍ଚା। ରାତିରେ ନିଜ କର୍ମୀଙ୍କୁ ଟିକଟ ନେଇ ଚର୍ଚ୍ଚା କରିଛନ୍ତି। ଏହା ପରେ ଏବେ ଆଲୋଚନା ହେଉଛି, ବିଜେଡ଼ିକୁ ଫେରିବେ କି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବହିଷ୍କାର ହଟାଇ ପୁଣି ବିଜେଡ଼ି ପ୍ରାର୍ଥୀ ହୋଇପାରନ୍ତି ସୌମ୍ୟ ! କର୍ମୀଙ୍କ ସହ ଗୁପ୍ତସଭା ପରେ ଚର୍ଚ୍ଚା ଏବେ ଲାଗି ରହିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe