ସୌମ୍ୟଙ୍କ ମୁହଁରେ ହାତର ଭାଷା !

ସୌମ୍ୟ ଆହୁରି କହିଲେ, ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି।

Manoj Swain
  • Published: Thursday, 14 March 2024
  • Updated: 14 March 2024, 12:47 PM IST

Sports

Latest News

ବହୁଦିନ ପରେ ପୁଣିଥରେ ମୁହଁ ଖୋଲିଲେ ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ କହିଲେ, ମେଣ୍ଟ ହେଲେ ଅସଲ ବିରୋଧୀ ଦଳର ଆବିର୍ଭାବ ହେବ। ଗଣତନ୍ତ୍ରରେ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି । ବିଜେପି ବିରୋଧୀ ଦଳ ହୋଇ କେତେ ବିରୋଧ କରୁଥିଲା ତାହା ସମସ୍ତଙ୍କୁ ଜଣା। ସରକାରୀ ଦଳ ପରଦା ପଛରେ ଏକ ପରଦା ଆଗରେ ସଲାକୁସ୍ତି ଏଥିରୁ ମୁକ୍ତି ମିଳିବ। ସୌମ୍ୟ ଆହୁରି କହିଲେ, ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos