ସୌମ୍ୟଙ୍କ ମୁହଁରେ ହାତର ଭାଷା ! | Saumya Ranjan Patnaik Calls for Strong Opposition, Hints at Alliance |
Advertisment
ବହୁଦିନ ପରେ ପୁଣିଥରେ ମୁହଁ ଖୋଲିଲେ ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ କହିଲେ, ମେଣ୍ଟ ହେଲେ ଅସଲ ବିରୋଧୀ ଦଳର ଆବିର୍ଭାବ ହେବ। ଗଣତନ୍ତ୍ରରେ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି । ବିଜେପି ବିରୋଧୀ ଦଳ ହୋଇ କେତେ ବିରୋଧ କରୁଥିଲା ତାହା ସମସ୍ତଙ୍କୁ ଜଣା। ସରକାରୀ ଦଳ ପରଦା ପଛରେ ଏକ ପରଦା ଆଗରେ ସଲାକୁସ୍ତି ଏଥିରୁ ମୁକ୍ତି ମିଳିବ। ସୌମ୍ୟ ଆହୁରି କହିଲେ, ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us