ସଭାପତିଙ୍କ ପାଇଁ କିଏ ମାରିଦେଲା କି ଦସ୍ତଖତ ?

ମଙ୍ଗଳବାର ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଥିଲା।

Manoj Swain
  • Published: Wednesday, 13 September 2023
  • Updated: 13 September 2023, 11:22 AM IST

Sports

Latest News

କାହିଁକି ଏଭଳି କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜ ଦଳର ସଭାପତିଙ୍କ ଦସ୍ତଖତକୁ ନେଇ ଏଭଳି ବୟାନ ଗୁରୁତ୍ୱ ରଖୁଛି ତ ? ଉପ ସଭାପତି ପଦ ଯିବା ପରେ ସୌମ୍ୟ ହରାଇଲେ କେତେ ପାଇଲେ କେତେ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ନେଇ ଏକ ବଡ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ। ଏହା ଅସଲି କି ନକଲି ? ମଙ୍ଗଳବାର ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos