ସଭାପତିଙ୍କ ପାଇଁ କିଏ ମାରିଦେଲା କି ଦସ୍ତଖତ ? | Soumya Patnaik Raised Question Over Naveen Patnaik\'s Sign
Advertisment
କାହିଁକି ଏଭଳି କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜ ଦଳର ସଭାପତିଙ୍କ ଦସ୍ତଖତକୁ ନେଇ ଏଭଳି ବୟାନ ଗୁରୁତ୍ୱ ରଖୁଛି ତ ? ଉପ ସଭାପତି ପଦ ଯିବା ପରେ ସୌମ୍ୟ ହରାଇଲେ କେତେ ପାଇଲେ କେତେ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ନେଇ ଏକ ବଡ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ। ଏହା ଅସଲି କି ନକଲି ? ମଙ୍ଗଳବାର ବରିଷ୍ଠ ବିଜେଡି ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳର ଉପସଭାପତି ପଦରୁ ହଟାଇ ଦିଆଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us